ବେଲ୍ କଣ୍ଟା Bel kanṭṭā

  • ଦେ. ବି — ସ୍ତ୍ରୀଲୋକମାନେ ବଙ୍ଗାଳିଆ ବେଣୀ ବାନ୍ଧି ତାକୁ ଗୋଟିଏ ଖୋପ କରି ଗୁଡ଼ାଇ ଉକ୍ତ ବେଣୀକୁ ଦୃଢ଼ ଭାବରେ ରଖାଇବା ପାଇଁ ସେହି ଖୋପାରେ ଯେଉଁ କଣ୍ଟା ଗୁଞ୍ଜନ୍ତି — Small hair pins fixed to the coiled braid of hair to make it remain firm in its position