ବେଲ୍ ଉଦିବା Bel udibā

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ବେଳା+ଉଦୟ) — ସୂର୍ଯ୍ୟୋଦୟ; ସୂର୍ଯ୍ୟ ଉଦିତ ହେବା — The rising of the sun