ବେଲେଶ୍ୱର Beleṡwara
- ଦେ. ବି — ପୁରୀଠାରୁ ଚାରି ପାଞ୍ଚକ୍ରୋଶ ଦୂରବର୍ତ୍ତୀ ସମୁଦ୍ର— କୂଳରେ ଥିବା ବେଲେଶ୍ୱର ନାମକ ଗ୍ରାମ ଓ ତହିଁରେ ପ୍ରତିଷ୍ଠିତ ଶିବଲିଙ୍ଗ — Name of village and the image of Ṡiba on the sea-shore 8 or 10 miles from the town of Puriବେଲେଶ୍ୱରେ ଦିବ୍ୟ
- ଦେ. ବି — (ଉ—ସୁଯୋଗ ଜାଣି ଶାଣିଲେ ବାଣ। ରାଧାନାଥ. ଚନ୍ଦ୍ରଭାଗା।)