ବେଲାବଳି Belābaḻi

  • ଦେ. ବି. — (ସଂ. ବେଲାଳ+ବଳୀ)— ମହାଭାରତୋକ୍ତ ଅସୁରବିଶେଷ — Name of a demon mentioned in the Mahābhārata
  • ଦେ. ବି. — (ସଂ. ବିଲାବଳ) ସଙ୍ଗୀତର ରାଗବିଶେଷ; ହିଣ୍ଡୋଳ ରାଗର ସ୍ତ୍ରୀ (ହି. ଶ) — Name of a secondary musical tune