ବେଲବତୀ କନ୍ୟା Belabatī kanyā

  • ଦେ. ବି — କାହାଣୀରେ ବର୍ଣ୍ଣିତ ଶାପଗ୍ରସ୍ତା ସୁନ୍ଦରୀ କନ୍ଯା — Name of a beautiful girl described in the folk-tales as having assumed the shape of a bael fruit on account of a curse
  • ଦେ. ବି — [ଦ୍ର—ଶାପଗ୍ରସ୍ତା ହୋଇ ଏ କନ୍ଯା ଦିନଯାକ ବେଲ ମଧ୍ୟରେ ଥାଏ; ରାତିକୁ ବେଲ ମଧ୍ୟରୁ ବାହାରେ। ରାଜାପୁଅ ତାର ସୌନ୍ଦର୍ଯ୍ଯରେ ମୁଗ୍ଧ ହୋଇ ତାକୁ ବିବାହ କରି ଶାପମୁକ୍ତ କରିଥିଲେ।]