ବେଲପତ୍ରି ଚଢ଼େଇବା Belapatri chaṟḍ̠ẖeibā
- ଦେ. କ୍ରି — ଶିବମୂର୍ତ୍ତି ଉପରେ ବେଲ ପତ୍ରି ଅର୍ପଣ କରିବା — To put beal leaves on the image of Ṡiba
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିଙ୍କୁ ଧନ ବା ଉପହାରଦ୍ୱାରା ସନ୍ତୁଷ୍ଟ କରିବା — (figurative; ironical) To satisfy a person by money or other presents