ବେଲଣା ପିଡି Belaṇā piṟḍ̠i

  • ଦେ. ବି (ସଂ. ବେଲ୍ଲନପୀଠ) — ଯେଉଁ କାଷ୍ଠ ଫଳକ ବା ପୀଠ ଉପରେ ମଇଦାର ଗୁଳା ରଖି ବେଲଣା କାଠିଦ୍ୱାରା ରୁଟି ବେଲିବାକୁ ହୁଏ — A slab of plane wood on which balls of kneaded bread are rolled into shape