ବେଲ ପାଚିଲା, କୁଆର କି ଗଲା Bela pāchilā kuāra ki galā
- (ଢଗ; ନ୍ଯାୟ) — ବେଲ ଫଳ କଠିଣ ଆବରଣଦ୍ୱାରା ଆବୃତ ଥିବାରୁ ପାଚିଲା ବେଲ ଭିତରର ସୁସ୍ୱାଦୁ ଶସ ଖାଇବାରେ କୁଆ ନିରାଶ ହୁଏ; ଏପରି ସ୍ଥଳରେ କୌଣସି ଅପ୍ରାପ୍ୟ ବସ୍ତୁ ସମ୍ବନ୍ଧେ ଲୋକ ଆଶା ନ କରିବା ପାଇଁ ଏ ଢଗ ବୋଲାଯାଏ — An analogy from the fact that the crow does not rejoice when the bael fruits become ripe (as the crow cannot eat it on account of its hard rind)