ବେଲ ପତ୍ରୀ Bela patrī
- ଦେ. ବି (ସଂ. ବିଲ୍ୱ+ପତ୍ର) — ବେଲ ଗଛର ପତ୍ର — Beal leaves
- ଦେ. ବି (ସଂ. ବିଲ୍ୱ+ପତ୍ର) — [ଦ୍ର—ଏହାର ଗନ୍ଧ ବଡ଼ ହୃଦ୍ୟ, ଏହା ତିଶାଖା ଓ ମହାଦେବଙ୍କ ଉପରେ ଦିଆଯାଏ।]
- ଦେ. ବି (ସଂ. ବିଲ୍ୱ+ପତ୍ର) — (ଲକ୍ଷଣାର୍ଥ) ପ୍ରାର୍ଥୀ ବର ଲାଭ କରିବା ପାଇଁ ମହାଦେବଙ୍କ ମୁଣ୍ଡରେ ଅର୍ପଣ କରିବା ବେଲପତ୍ରି ପରି କାର୍ଯ୍ୟପ୍ରାର୍ଥୀ କାର୍ଯ୍ୟାଧ୍ୟକ୍ଷ ବ୍ୟକ୍ତିକୁ ଦେବା ବା ଭେଟିବା ଉତ୍କୋଚ ଆଦି — (figurative) Bribe or presents given to one in authority for confering a post or doing some favour just as bael leaves are offered by votaries of Ṡiba for obtaining some boon