ବେଲ କରଡ଼ି Bela karaṟḍ̠i

  • ଦେ. ବି — ବେଲ ଗଛର ଡାଳରୁ ବାହାରିଥିବା କୋମଳ ଷଣ୍ଢା — Tender shoots of a Beal-branch
  • ଦେ. ବି — [ଉ—ବଗଡ଼ା ଅନ୍ନ କେ ଆଣିଲା, ବେଲ କରଡ଼ି ଲୁଣ ଅଂଳା। ଜଗନ୍ନାଥ. ଭାଗବତ।]