ବେରୂପା Berūpā
- ଦେ. ବିଣ (ସଂ. ବିରୂପ) — ବିଶ୍ରୀ; ଶ୍ରୀହୀନ; କୁତ୍ସିତରୂପ— ବିଶିଷ୍ଟ — Ugly; deformed
- ଦେ. ବିଣ (ସଂ. ବିରୂପ) — ଅସୁନ୍ଦର — Not beautiful
- ଦେ. ବିଣ (ସଂ. ବିରୂପ) — ବିବର୍ଣ୍ଣ — Pale; discoloured
- ଦେ. ବିଣ (ସଂ. ବିରୂପ) — ଯାହାର ସୁନ୍ଦର ରୂପ ପରେ ନାନା କାରଣରୁ ମ୍ଳାନ ହୋଇଥାଏ — Having one's countenance become pale