ବେରିଜ୍ Berij
- ବୈଦେ. ବି (କଚିରିଆ) (ଫା. ବେରିଜ୍) — ହିସାବ କାଗଜରେ ସ୍ତମ୍ଭାକାରରେ ଲେଖାଥିବା ବହୁ ସଂଖ୍ୟା ଧାଡ଼ି— ମୂଳିଆ ହୋଇ ଲେଖା ହୋଇଥିଲେ ଧାଡ଼ିମୂଳିଆ ସଂଖ୍ୟା— ମାନଙ୍କୁ ମିଶାଇ ଡାହାଣ ପାଖରେ ପ୍ରତ୍ୟେକ ଧାଡ଼ିର ଯୋଗ ଫଳକୁ ଲେଖି ସେହି ଯୋଗଫଳମାନଙ୍କୁ ଯୋଗ କଲେ ତହିଁର ଯୋଗଫଳ [ତେରିଜ] ଠିକ୍ ହେଲା କି ନାହିଁ ଏହା ଜାଣିବା ପାଇଁ ପ୍ରତ୍ୟେକ ସ୍ତମ୍ଭର ଯୋଗଫଳକୁ ମିଶାଇବା — The adding up of the totals of every column in account