ବେରାମ ଆରାମ Berāma ārāma

  • ଦେ. ବି (ସହଚର) — ପୀଡ଼ା; ରୋଗ — Disease
  • ଦେ. ବି (ସହଚର) — [ଉ—x x x କାହାରି ପୁଅ ଝିଅର ବେରାମ ଆରାମ ହେଲେ କିମ୍ବା କାହାରି ମାନସିକ ଥିଲେ ପୂଜା ହୁଏ। ଫକୀରମୋହନ. ଛମାଣଆଠଗୁଣ୍ଠ।]