ବେମନାସଫ୍ Bemanāsaph

  • ବୈଦେ. ବିଣ—(ଫା. ବେମୁନାସିବ୍) — ଅପସନ୍ଦ; ବେପସନ୍ଦ; ଅମନୋନୀତ — Unapproved
  • ବୈଦେ. ବିଣ—(ଫା. ବେମୁନାସିବ୍) — ଅଯଥା; ଅନୁପଯୁକ୍ତ — Improper
  • ବୈଦେ. ବିଣ—(ଫା. ବେମୁନାସିବ୍) — ଅଯୋଗ୍ୟ — Unfit