ବେମଗ୍ଦୁର Bemagdura

  • ବୈଦେ. ବିଣ (ଫା. ବେ+ମକ୍ଦୁର) (କଚିରିଆ) — ଅକ୍ଷମ; ଅପାରଗ — Unable
  • ବୈଦେ. ବିଣ (ଫା. ବେ+ମକ୍ଦୁର) (କଚିରିଆ) — କ୍ଷମତାରହିତ — Powerless
  • ବୈଦେ. ବିଣ (ଫା. ବେ+ମକ୍ଦୁର) (କଚିରିଆ) — ଋଣ ପରିଶୋଧ କରିବାକୁ ଅକ୍ଷମ; ଦେବାଲିଆ — Insolvent