ବେମଗ୍ଦୁର ଦରଖାସ୍ତ Bemagdura darakhāsta

  • ଦେ. ବି (କରିଚିଆ) — ଯେଉଁ ଦରଖାସ୍ତ ଦ୍ୱାରା ଋଣଜାଲଗ୍ରସ୍ଥ ବ୍ୟକ୍ତି ଆପଣାର ଅତ୍ୟଧିକ ଋଣକୁ ପରିଶୋଧ କରି ପାରିବାକୁ ଅକ୍ଷମ ଜାଣି ଆପଣାର ସମ୍ପତ୍ତିକୁ ଅଦାଲତଙ୍କ ହାତରେ ସମର୍ପଣ କରେ ଓ ଅଦାଲତ ଉକ୍ତ ବ୍ୟକ୍ତିର ସମ୍ପତ୍ତିକୁ ବିକ୍ରୟ କରାଇ ମହାଜନମାନଙ୍କୁ ଡକାଇ ସମ୍ପତ୍ତିର ପରିମାଣ ଅନୁସାରେ ମହାଜନମାନଙ୍କ ଦେଣାକୁ ହାରାହାରି ଭାବରେ ପରିଶୋଧ କରନ୍ତି ଓ ଉକ୍ତ ବ୍ୟକ୍ତିକୁ 'ବେମଗଦୁର' ବା ଋଣ ପରିଶୋଧ କରିବାକୁ ଅକ୍ଷମ ବୋଲି ଘୋଷଣା ତାକୁ ଋଣ ଦାୟିତ୍ୱରୁ ନିଷ୍କୃତି ଦିଅନ୍ତି — A petition to the Judge to be declared 'Insolvent'