ବେଭାର Bebhāra

  • ଦେ. ବି (ସଂ. ବ୍ୟବହାର) — ବ୍ୟବହାର; ଆଚରଣ — Treatment; conduct
  • ଦେ. ବି (ସଂ. ବ୍ୟବହାର) — [ଉ—ସାକ୍ଷାତେ ଧର୍ମ ପରି ବେଭାର ସେ କଲେ—କୃଷ୍ଣସିଂହ. ମହାଭାରତ. ବନ ।]
  • ଦେ. ବି (ସଂ. ବ୍ୟବହାର) — ପ୍ରଥା; ଆଚାର; ରୀତି — Custom; practice
  • ଦେ. ବି (ସଂ. ବ୍ୟବହାର) — [ଉ—ଲୋକମାନଙ୍କର ବେଭାର ବିଧାନ— କୃଷ୍ଣସିଂହ. ମହାଭାରତ. ଆଦି।]
  • ଦେ. ବି (ସଂ. ବ୍ୟବହାର) — ସାମାଜିକ ପ୍ରଥା ଅନୁସାରେ ବନ୍ଧୁଘରକୁ ଦିଆଯିବା ଉପଢୌକନ — Social presents and gifts
  • ଦେ. ବି (ସଂ. ବ୍ୟବହାର) — ଉପଭୋଗ — Enjoyment; use
  • ଦେ. ବି (ସଂ. ବ୍ୟବହାର) — ବାଣିଜ୍ୟ; ବ୍ଯବସାୟ; ବେପାର — Trade; business
  • ଦେ. ବି (ସଂ. ବ୍ୟବହାର) — ଘରର ମାମଲତ; ସାଂସାରିକ ବିଷୟ କର୍ମ — Wordly affairs
  • ଦେ. ବି (ସଂ. ବ୍ୟବହାର) — କୁଳମର୍ଯ୍ଯାଦା — Prestige
  • ଦେ. ବି (ସଂ. ବ୍ୟବହାର) — [ଉ—ବେଭାର ବୁଡ଼ା ଅନୁଜା ମୋ ମନୁଜ ଶରଣ ମାରିବି ଆଗ—ଭଞ୍ଜ. ବୈଦେହୀଶବିଳାସ ।]
  • ଦେ. ବି (ସଂ. ବ୍ୟବହାର) — କାରଣ — Cause
  • ଦେ. ବି (ସଂ. ବ୍ୟବହାର) — [ଉ—ଏ ଆଦି ଯେତେ ଚିନ୍ତାଭାର କହ ତୋ ବିମନ ବେଭାର—ଜଗନ୍ନାଥ. ଭାଗବତ।]