ବେବସ୍ଥା Bebasthā

  • ଗ୍ରା. ବି (ସଂ. ବ୍ଯବସ୍ଥା) — ବ୍ଯବସ୍ଥା (ଦେଖ) — Byabasthā (See)
  • ଗ୍ରା. ବି (ସଂ. ବ୍ଯବସ୍ଥା) — [ଉ—ତୋହର ପ୍ରଶନ ବେବସ୍ଥା—ଯଶୋବନ୍ତ, ପ୍ରେମ— ଭକ୍ତି ବ୍ରହ୍ମଗୀତା ।]
  • ଗ୍ରା. ବି (ସଂ. ବ୍ଯବସ୍ଥା) — [ଉ—ତିନିଭୁବନର ବେବସ୍ଥା, ଶୁଣ କହିବା ତହିଁ କଥା—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।]