ବେବସାଦାରୀ Bebasādārī

  • ଦେ. ବି — ବ୍ଯବସାୟରେ ନିଯୁକ୍ତ ହେବା ଅବସ୍ଥା — The state of being a man of business
  • ଦେ. ବି — ଦୋକାନଦାରୀ — The state of being a shop-keeper
  • ଦେ. ବିଣ — ବ୍ଯବସାୟୀର ଉପଯୁକ୍ତ — Befitting a man of business
  • ଦେ. ବିଣ — ବିଷୟବୁଦ୍ଧିଯୁକ୍ତ — Practical