ବେବର୍ତ୍ତା ପଟନାୟକ Bebarttā paṭanāyaka
- ଦେ. ବି — କରଣଙ୍କ ରାଜଦତ୍ତ ଉପାଧି— ବିଶେଷ — Title given to karanas
- ଦେ. ବି — ଆଠଗଡ଼ର ରାଜବଂଶର ଉପାଧି — A family title of the Chiefs of Athgarh
- ଦେ. ବି — [ଦ୍ର—ଏହାଙ୍କ ପୂର୍ବପୁରୁଷ ଓଡ଼ିଶା ରାଜାଙ୍କ ଅମଳରେ ଜଗନ୍ନାଥ ମନ୍ଦିରର ବେବର୍ତ୍ତା ବା କାର୍ଯ୍ୟାଧ୍ୟକ୍ଷ ଥିଲେ।]