ବେନ୍ଦ୍ରୀ Bendrī

  • ପ୍ରାଦେ (ସମ୍ବଲପୁର) ବି—(ସଂ. ବାନରୀ; ହି. ବନ୍ଦରୀ=ମାଈ ମାକଡ଼) — କୁତ୍ସିତା ସ୍ତ୍ରୀ — A bad woman
  • ପ୍ରାଦେ (ସମ୍ବଲପୁର) ବି—(ସଂ. ବାନରୀ; ହି. ବନ୍ଦରୀ=ମାଈ ମାକଡ଼) — [ଉ— ଘରେ ନାହିଁ ଚେନ୍ଦ୍ରି (ଚିରାକନା), ବାଲ କୁରୁଚେ (ମୁଣ୍ଡ କୁଣ୍ଡାଉଛି) ବେନ୍ଦ୍ରୀ। ଢଗ।]