ବେନିହତି Benihati

  • ଦେ. ବିଣ. (ଫା. ବେ+ସଂ. ନିୟତିରୁ) — କୃତଘ୍ନ — Ungreatful
  • ଦେ. ବିଣ. (ଫା. ବେ+ସଂ. ନିୟତିରୁ) — ନିମକକହାରାମ; ଅଣବିଶ୍ୱାସୀ — Unfaithful; perfidious
  • ଦେ. ବିଣ. (ଫା. ବେ+ସଂ. ନିୟତିରୁ) — ଯେ କୌଣସି ବିଷୟ ପ୍ରତି ବହୁ— କାଳ ଆସ୍ଥା ବା ଭକ୍ତି ରଖି ନ ପାରେ — Inconstant; fickle
  • ଦେ. ବି — ଗର ନିୟତି; କୃତଘ୍ନତା — Ingratitude
  • ଦେ. ବି — ନିମକ ହାରାମି — Perfidy
  • ଦେ. ବି — ମାନସିକ ଦୃଢ଼ତାର ଅଭାବ — Inconstancy
  • ଦେ. ବି — ଦୂରଦୃଷ୍ଟ; ମନ୍ଦଭାଗ୍ୟ; ଦୁର୍ଭାଗ୍ୟ — Misfortune