ବେନାମି Benāmi

  • ବୈଦେ. ବି. (କଚିରିଆ) (ଫା. ବେ+ନାମ=ନାମ, ଯଶ) — ଅନ୍ୟ ନାମରେ ପ୍ରକାଶିତ ହୋଇଥିବା ବା କ୍ରୀତ ହୋଇ— ଥିବା — 1. (property) Benami; purchased in the name of a person other than the real owner; held in another person's name
  • ବୈଦେ. ବି. (କଚିରିଆ) (ଫା. ବେ+ନାମ=ନାମ, ଯଶ) — ନାମ ଦିଆ ନ ଯାଇ ପ୍ରକାଶିତ ହୋଇଥିବା — Anonymous
  • ବୈଦେ. ବି. (କଚିରିଆ) (ଫା. ବେ+ନାମ=ନାମ, ଯଶ) — ନାମ ମାତ୍ର — Nominal; fictitious
  • ଦେ. ବି — ବେନାମି ଚିଠି (ଦେଖ) — Benāmi chiṭhi (See)
  • ଦେ. ବି — ବେନାମି କାରବାର (ଦେଖ) — Benāmi kārabāra (See)