ବେନାମି ତମସୁକ Benāmi tamasuka

  • ବୈଦେ. ବି. (କଚିରିଆ) (ଫା) — ଯେଉଁ ତମସୁକରେ ଲେଖାଥିବା ମହାଜନ ପ୍ରକୃତ ମହାଜନ ନ ଥାଇ ଅନ୍ୟ ବ୍ୟକ୍ତି ମହାଜନ ହୋଇଥାଏ — A bond executed in favour of an ostensible creditor
  • ବୈଦେ. ବି. (କଚିରିଆ) (ଫା) — ମହାଜନଙ୍କ ଦାଉରୁ ଆପଣା ସମ୍ପତ୍ତି ରକ୍ଷା କରିବା ଉଦ୍ଦେଶ୍ୟରେ ବିନା ଟଙ୍କା ନେଣଦେଣରେ ଅନ୍ୟ ବ୍ୟକ୍ତିକୁ ମହାଜନରୂପେ ଠିଆ କରାଇ କରାଯିବା ତମସୁକ — A fictitious bond executed without passing of consideration