ବେନାମି କବଲା Benāmi kabalā
- ବୈଦେ. ବି (କଚିରିଆ; ଫା) — ଯେଉଁ କବାଲାରେ ଖରିଦଦାର ବୋଲି ଯାହାର ନାମ ଉଲ୍ଲେଖ ଥାଏ ସେ ପ୍ରକୃତି ଖରିଦଦାର ନ ଥାଇ ଅନ୍ୟ ବ୍ୟକ୍ତି ବା ବିକ୍ରେତା ସେ ସମ୍ପତ୍ତିର ପ୍ରକୃତି ପକ୍ଷରେ ମାଲିକ ଥାଏ — A Benami kabālā or deed of sale in the name of an ostensible purchaser