ବେନାମଦାର Benāmadār

  • ବୈଦେ. ବି. (କଚିରିଆ) (ଫା) — ଯାହା ନାମରେ ଅନ୍ୟ ବ୍ୟକ୍ତିର ସମ୍ପତ୍ତି ବେନାମି କରାଯାଏ — An ostensible holder of a property; a nominal owner