ବେଧଡ଼କ୍ Be-dhaṟḍ̠aka

  • ଦେ. ବିଣ. — ନିର୍ଭୟ — Fearless
  • ଦେ. ବିଣ. — ନିଶ୍ଚିନ୍ତ — Free from anxiety
  • ଦେ. ବିଣ. — ଅପରିମିତ; ଅତ୍ୟନ୍ତ — Excessive
  • ଦେ. କ୍ରି. ବିଣ — ଭୟ ନ କରି — Fearlessly
  • ଦେ. କ୍ରି. ବିଣ — (ଉ—କିଛି ପରବାଏ କରିବେ ନାହିଁ, ବେଧଡ଼କ ଜେଲଖାନାକୁ ଚାଲିଯାଉନ୍ତୁ। ଫକୀର— ମୋହନ ଛମାଣଆଠଗୁଣ୍ଠ।)