ବେଧନୀ Bedhanī

  • ସଂ. ବି (ବିଧ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ) — ମଣିଆଦି ଭେଦ କରିବାର ଛୁଞ୍ଚି — A needle to bore into gems
  • ସଂ. ବି (ବିଧ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ) — ଫୋଡଣୀ — Gimlet
  • ସଂ. ବି (ବିଧ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ) — ଭଅଁର — A drill; a boaring needle