ବେଧନ Bedhana

  • ସଂ. ବି (ବିଧ୍ ଧାତୁ+ଅନ) — ଭେଦନ; ବିଦ୍ଧକରଣ — Piercing; perforating
  • ଦେ. ବି. ସ୍ତ୍ରୀ — (ସ୍ତ୍ରୀମାନଙ୍କ ମଧ୍ୟରେ ଥଟ୍ଟା ଓ ଗାଳିରେ (ବ୍ୟବହୃତ)— ବେଧୋଈ — An adulteress