ବେଦିତା Beditā

  • ସଂ. ବିଣ. ପୁଂ (ବିଦ୍ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ) — ଯେ ଜାଣେ, ଜ୍ଞାତା — Knowing
  • ସଂ. ବିଣ. ପୁଂ (ବିଦ୍ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ) — ସାକ୍ଷାତ୍— କର୍ତ୍ତା — Having seen