ବେଦୀ Bedī

  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — ଯଜ୍ଞାଦି କ୍ରିୟାର୍ଥ ପରିଷ୍କୃତ ସ୍ତୂପୀକୃତ ଭୂମି — Altar prepared for Vedic sacrifice
  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — [ଦ୍ର—ବେଦୀର ଆକୃତି ସାଧାରଣତଃ ଚତୁରସ୍ର ଓ ଡମ୍ବରୁ ସଦୃଶ; ବିଭିନ୍ନ କ୍ରିୟାରେ ବେଦିର ଭିନ୍ନ ଭିନ୍ନ ନାମ ଯଥା—ସ୍ନାନ ବେଦି, ଗହ୍ମା ବେଦି, ଦୋଳ ବେଦି ବା ଝୁଲଣ ବେଦି, ଯଜ୍ଞ ବେଦି, ହୋମ ବେଦି, ବ୍ରତ ବେଦି, ବିବାହ ବେଦି, କୁକର୍ମ ବା କୁକୁର ବେଦି।]
  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — ମଞ୍ଚ — Platform
  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — ମାଟି ପଡ଼ି ଉଚ୍ଚ ହୋଇ— ଥିବା ସ୍ଥାନ — A raised mound of earth
  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — ମତ୍ସ୍ୟବିଶେଷ — A kind of fish
  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — (ବିଦ୍+କର୍ତ୍ତୃ. ଇ) ପଣ୍ଡିତ — Learned man; Philosopher
  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — ନାମାଙ୍କିତ ମୁଦି — Signet ring
  • ସଂ. ବି (ବିଦ୍ ଧାତୁ=ବିଦ୍ଯମାନ ଥିବା+ଅଧିକରଣ. ଇ) — ବିରୁଡ଼ି — Wasp