ବେଦି ମୁହଁ Bedi muhañ
- ଦେ. ବି. (ସଂ. ବେଦୀ+ମୁଖ) — ଯେଉଁ ପାଖରେ ପାହାଚ ଦ୍ୱାରା ବେଦୀ ଉପରକୁ ଆସିବାକୁ ହୁଏ — The mouth of an alter; the place where people step to an alter by means of a flight of steps
- ଦେ. ବି. (ସଂ. ବେଦୀ+ମୁଖ) — (ଉ—ବିଭା ବାସି ଦିନ ବେଦି ମୁହଁ ପୋଡ଼ା। ପ୍ରବଚନ।)