ବେଦାଭ୍ୟାସ Bedābhyāsa
- ସଂ. ବି ( 6 ଷ୍ଠୀ ତତ୍) — ବେଦପାଠପୂର୍ବକ ଘୋଷିବା — The committing of the Vedas to memory
- ସଂ. ବି ( 6 ଷ୍ଠୀ ତତ୍) — ବେଦଚର୍ଚ୍ଚା; ବେଦପାଠ — Studying of the Vedas
- ସଂ. ବି ( 6 ଷ୍ଠୀ ତତ୍) — (ବିଶେଷାର୍ଥ) ବେଦର ବିଚାର; ଅନୁଶୀଳନ; ଜପ; ଅଧ୍ୟୟନ ଓ ଅଧ୍ୟାପନା — Discussion; exercise; contemplation; study and teaching of the Vedas