ବେଦ ବଚନ Beda bachana

  • ସଂ. ବି — ବେଦଲିଖିତ ଉପଦେଶ — The sayings of the Vedas
  • ସଂ. ବି — ବୈଦିକ ମନ୍ତ୍ର — Vedic texts
  • ସଂ. ବି — ସତ୍ୟ — Truth
  • ସଂ. ବି — ସନାତନ ସତ୍ୟ; ଅଭ୍ରାନ୍ତ ସତ୍ୟ — The eternal truth