ବେଦ ନିରତ Beda nirata

  • ସଂ. ବିଣ. ପୁଂ. ( 7 ମୀ ତତ୍) — ବେଦାନୁରକ୍ତ; ବେଦ— ବିହିତ ଅନୁଷ୍ଠାନକାରୀ — Devoted to the teachings and precepts of the Vedas