ବେଦ ଗୁପ୍ତି Beda gupti

  • ସଂ. ବି. ( 6 ଷ୍ଠୀ ତତ୍; ବେଦ+ଗୁପ୍ତି=ରକ୍ଷା) — ବ୍ରାହ୍ମଣ କର୍ତ୍ତୃକ ବେଦସଂରକ୍ଷଣ — The preservation of the Vedas by a Brāhmaṇa