ବେତ୍ରିକେ Betrike
- ଗ୍ରା. କ୍ରି. ବିଣ—(ସଂ. ବ୍ୟତିରେକ) — ବ୍ୟତୀତ; ବିନା — Beside; without
- ଗ୍ରା. କ୍ରି. ବିଣ—(ସଂ. ବ୍ୟତିରେକ) — ଛଡ଼ା — Except
- ଗ୍ରା. କ୍ରି. ବିଣ—(ସଂ. ବ୍ୟତିରେକ) — [ଉ—ନାଗ ବେତ୍ରକେ କେ ଆନ ଧରଣୀଧର। ଭଞ୍ଜ. ବୈଦେହୀଶବିଳାସ।]
- ଗ୍ରା. କ୍ରି. ବିଣ—(ସଂ. ବ୍ୟତିରେକ) — [ଉ—ଏ ତିନି ବେତ୍ରିକେ ସୁଖ ଜାଣିମାକୁ ନାହିଁ।] ପ୍ରାଚୀ. ରହସ୍ୟମଞ୍ଜରୀ।