ବେତାଳ Betāḻa
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — ଶିବଙ୍କ ଅନୁଚର ଦେବଯୋନି ବିଶେଷ — A class of aerial beings, attendants of Ṡiba
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — ପିଶାଚ; ଶବରେ ଆବିଷ୍ଟ ହେବା ଭୂତ — Evil spirits which take possession of corpse
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — [ଦ୍ର—ବେତାଳମାନଙ୍କର ଅସାଧାରଣ ଶକ୍ତି ଅଛି। ଯେଉଁମାନେ ତାନ୍ତ୍ରିକ ମତରେ ବେତାଳ ସାଧନା କରନ୍ତି ବେତାଳମାନେ ସେମାନଙ୍କର ଆଜ୍ଞାବହ ଭୃତ୍ୟ ହୋଇ ରହନ୍ତି, ସାଧକମାନେ ସେମାନଙ୍କ ଦ୍ୱାରା ଅସାଧ୍ୟ ସାଧନ କରାଇ ନିଅନ୍ତି।]
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — ମହାଦେବଙ୍କ ଦ୍ୱାରରକ୍ଷକ ଦୁଇ ଜଣଙ୍କ ମଧ୍ୟରୁ ଜଣେ — One of the two door-keepers of God Ṡiba
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — [ଦ୍ର— ଅନ୍ୟ ଜଣକର ନାମ ତାଳ।]
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — ମଲ୍ଲବିଶେଷ — Name of an athlete
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — ଦ୍ୱାରପାଳ (ହି. ଶ) — Porter; door-keeper
- ସଂ. ବି (ବ=ବାୟୁ; 7 ମୀ 1 ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ଯମାର୍ଗରେ ଗତାୟାତ କରେ) — ମନ୍ତ୍ରୀ (ହି. ଶ) — Guard; watchman
- ଦେ. ବି (ଫା) — ଗୀତର ଅନୁପଯୋଗୀ ତାଳ — A measure not fitting to the tune of a song or music
- ଦେ. ବି (ଫା) — ଯୁଦ୍ଧାସ୍ତ୍ରବିଶେଷ — A war-weapon
- ଦେ. ବି (ଫା) — ସଙ୍ଗୀତରେ ତାଳହୀନତା — Want of tune in music
- ଦେ. ବିଣ — ବେତାଳିଆ (ଦେଖ) — Betaḻiā (See)