ବେତାଳ ସିଦ୍ଧ Betāḻa siddha

  • ସଂ. ବିଣ. (ବହୁବ୍ରୀହି; ବେତାଳ+ସିଦ୍ଧ) — ଯେଉଁ ବ୍ୟକ୍ତି ତାନ୍ତ୍ରିକ ଉପାୟରେ ବେତାଳକୁ ଆଜ୍ଞାଧୀନ କରିଥାଏ — One who has succeeded in mastering the demons to obey his orders