ବେତାର ଯନ୍ତ୍ର Betāra j̄antra

  • ବୈଦେ. ବି. (ଫା. ବେତାର+ଯନ୍ତ୍ର) — ତାରର ବିନା ସାହାଯ୍ୟରେ ତଡ଼ିତ୍ ଶକ୍ତି ବଳରେ ଦୂରଦେଶକୁ ସଂବାଦ ପ୍ରେରଣ କରାଯିବା ଯନ୍ତ୍ର — Wireless telegraphic instrument