ବେଣ୍ଟି ଛାଡ଼ିବା Beṇṭi chhāṟḍ̠ibā

  • ଦେ. କ୍ରି — କ୍ଷୌର କଲାବେଳେ ଚୁଟୀର ଚାରିପାଖରେ ଗୋଟିଏ ବରଣ୍ଡା ପରି ବେଣ୍ଟି ବା ବେଷ୍ଟନୀ ରଖିବା — To leave a fringe of short hair round the top knot while shaving a person