ବେଣ୍ଟକର Beṇṭakara

  • ପ୍ରାଦେ. (ବୌଦ) ବି — କଇଁଫୁଲର ବୀଜକୋଷ — The seed capsule of water lily
  • ପ୍ରାଦେ. (ବୌଦ) ବି — [ଦ୍ର—ଏହି ବୀଜକୋଷ ମଧ୍ୟରେ ଥିବା ସୋରିଷ ପରି ଶସ୍ୟକୁ ଭାଜିଲେ ସୁଖାଦ୍ୟ ଲିଆ ବା ଖଇ ହୁଏ। ଏହାକୁ ବେଣ୍ଟକର ଲିଆ କୁହାଯାଏ।]