ବେଣିମାଧବ Baṇimādhaba
- ସଂ. ବି [ବେଣୀ=ତ୍ରିବେଣୀ ବା ପ୍ରୟାଗସ୍ଥ ଯମୁନା, ଗଙ୍ଗା ଓ ସରସ୍ୱତୀ+ମାଧବ=ବିଷ୍ଣୁ) — ପ୍ରୟୋଗ ପୀଠ ବା ଏଲାହାବାଦରେ ପ୍ରତିଷ୍ଠିତ ପାଷାଣମୟ ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି ବା ଭୈରବ ମୂର୍ତ୍ତି — An image of Bishnu at Allahabad
- ସଂ. ବି [ବେଣୀ=ତ୍ରିବେଣୀ ବା ପ୍ରୟାଗସ୍ଥ ଯମୁନା, ଗଙ୍ଗା ଓ ସରସ୍ୱତୀ+ମାଧବ=ବିଷ୍ଣୁ) — [ଦ୍ର—ଏ ଦେବତା ପ୍ରୟାଗତୀର୍ଥର ପ୍ରତିଷ୍ଠାତ ଦେବ ଅଟନ୍ତି।]