ବେଣିଆନେପୁର Beṇiānepura

  • ଦେ. ବି. (ବଣିଆ ଶବ୍ଦ) — ଦୁଇଟି ରୂପା ତାରକୁ ପାଳଦଉଡ଼ି ପରି ମୋଡ଼ି ଏହି ମୋଡା ତାରକୁ ଦ୍ୱିଗୁଣ କରି ପୁନର୍ବାର ମୋଡ଼ି ବଳୟାକାରରେ ତିଆରି କରାଯିବା ଗୋଡ଼ର ଅଳଙ୍କାର — A kind of anklet consisting of braided silver wires