ବେଣି ବତା Beṇi batā

  • ଦେ. ବି—(ସଂ. ବେନି) — ଦୁଇ ଫାଳିଆ ଜାଉଁଳିକବାଟର ଗୋଟିଏ ଫାଳର ଦାଢ଼ରେ ବାହାରକୁ ବାହରି ମରା ଯାଇଥିବା କାଠର ଲମ୍ବ ପଟି — A long strip of wood put on the edge of one of a pair of folding doors
  • ଦେ. ବି—(ସଂ. ବେନି) — [ଦ୍ର—ଜାଉଁଳି କବାଟ ବନ୍ଦ ହେଲାବେଳେ ଏ ଦୁଇ ଫାଳର ଦାଢ଼କୁ ଆଚ୍ଛାଦନ କରି ରଖେ।]