ବେଣି ଗୁରିଆ Beṇi guriā

  • ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — ପାଳନିର୍ମିତ ଦଉଡ଼ିରେ ହାଣ୍ଡି ରଖିବାପାଇଁ ତିଆରି ହୋଇଥିବା ମୁଚୁଳା; ପାଳମଳା — A circular hollow cushion for putting circular-bottomed pots on it