ବେଣା ପାଟ Beṇā pāṭa

  • ଦେ. ବି — ବେଣା ପଡ଼ିଆ (ଦେଖ) — Beṇāpaṟḍ̠iā (See)
  • ଦେ. ବି — [ଉ—ଗୋରୁଗାଈ ଛାଡ଼ି ତାର ବେଣାପାଟେ, ତା ଛାଇରେ ବସି କେହି ଦିନ କାଟେ। କେଶବ. ବୈତରଣୀ]
  • ଦେ. ବି — ବେଣାପାଟରେ ଗୋରୁ ଚରାଇବା ବ୍ୟକ୍ତିମାନଙ୍କ ଉପରେ ବସିବା କର — Cess realised from owners of cattle grazing in the high grass prairies