ବେଠି କରି ନ୍ୟାୟ Beṭhi kari nyāya

  • ଦେ. ବି — ବେଠି ଧରା ହୋଇ ଆସି କାମ କରିବା ବ୍ୟକ୍ତି ଠିକ୍— ରୂପେ କାମ ନ କଲେ ପ୍ରଭୁଠାରୁ ଗାଳି ଖାଇବା ନ୍ଯାୟ — An analogy from the experience of forced labourers being rebuked when found to be negligent