ବେଙ୍ଗଫୁଲା Beṅga phulā

  • ଦେ. ବି — ଯେଉଁ ଫେଣରୁ ବେଙ୍ଗଛୁଆ ଜାତ ହୁଅନ୍ତି — Frothlike substance from which frogs are hatched
  • ଦେ. ବି — ଫେଣରୁ ବାହାରି ପାଣିରେ ଖେଳୁଥିବା କେବଳ ମୁଣ୍ଡ ଓ ଲାଙ୍ଗୁଡ଼ଯୁକ୍ତ ବେଙ୍ଗ ଛୁଆ — Tadpole