ବେଙ୍ଗ ଲାଙ୍ଗୁଡ଼ Beṅga lāṅguṟḍ̠a

  • ପ୍ରାଦେ (ବାଲେଶ୍ୱର) ବି — କୌଣସି ବ୍ୟକ୍ତିର ଏକମାତ୍ର ପୁତ୍ର ସନ୍ତାନ — The only son of a person
  • ପ୍ରାଦେ (ବାଲେଶ୍ୱର) ବି — (ଯଥା—ଭଗବାନ୍ ଏଇ ବେଙ୍ଗଲାଙ୍ଗୁଡ଼ ଖଣ୍ଡକୁ ବଞ୍ଚାଇ ରଖନ୍ତୁ।)